AsurasHaiku

@asurashaiku.bsky.social

High school English teacher interested in reading, writing, and translating haiku.

ପ୍ରୁନ୍ ଜ୍ଯୁସ୍ ସେନ୍ରୟୁ ପତ୍ରିକା ସେନ୍ର୍ୟୁ କ୍ୟୋକା ହାଇବନ୍ ଏବଂ ହାଇଗା ୫୦ ତମ ସଂଖ୍ୟା ପାଇଁ ଓଡ଼ିଆ ଲେଖା ଆମନ୍ତଣ କରୁଛୁ । ନିଜ ପୂର୍ବରୁ ପ୍ରକାଶିତ ହୋଇନଥିବା ଓଡ଼ିଆ ସେନ୍ର୍ୟୁ କ୍ୟୋକା, ହାଇବନ୍ ଏବଂ ହାଇଗା, ଇଂଋାଜୀ ଅନୁବାଦ ସହିତ ପଠାନ୍ତୁ ଅଥବା ଆମେ ଇଂରାଜୀ ଅନୁବାଦ କରିବୁ । ଲେଖା ଗ୍ରହଣ ଆରମ୍ଭ ଅକ୍ଟୋବର ୧. ୨୦୨୬ ଲେଖା ପଠାଇବା ର ନୀୟମାବଳି ଆମ ଓ୍ବେବ୍ସାଇଟ୍ ରେ ଦେଖନ୍ତୁ । #senryu #poetry #translation

Bild